maintenance_icon

Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.

Back to Odia Language Pack Odia Language Pack
Transcend Store Loader Image
Thumbnail Image of ପ୍ରଭୁପାଦ - ଭାରତର ଆଧ୍ୟାତ୍ମିକ ରାଜଦୂତ

ପ୍ରଭୁପାଦ - ଭାରତର ଆଧ୍ୟାତ୍ମିକ ରାଜଦୂତ (Prabhupada )

Author: ସତ୍‍ସ୍ୱରୁପ ଦାସ ଗୋସ୍ୱାମୀ

Description

ଭଗବାନଙ୍କର ମହାନ ବିଶେଷ ଭକ୍ତ ପତିତ ଆତ୍ମା ପ୍ରତି ଦୟାଶୀଳ ହୁଅନ୍ତି ଏବଂ ଏଥିପାଇଁ ସେ ଜୀବାତ୍ମାଙ୍କୁ ପୁନଃ ଭଗବଦ୍ଧାମକୁ ପ୍ରତ୍ୟାଗମନ କରିବା ପାଇଁ କାର୍ଯ୍ୟରତ ରହି ସମଗ୍ର ସଂସାରରେ ଭ୍ରମଣ କରନ୍ତି । ଭଗବାନଙ୍କର ଏହି ବିଶୁଦ୍ଧ ଭକ୍ତ ପତିତ ଆତ୍ମାକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କର ସନ୍ଦେଶ ଲେଇ ଆସିଥାନ୍ତି । ଏଥିପାଇଁ ସାମାନ୍ୟ ମନୁଷ୍ୟକୁ, ଯେ ଭଗବାନଙ୍କର ବାହ୍ୟ ଶକ୍ତିର ପ୍ରଭାବରେ ଭ୍ରମିତ ହୋଇ ଥାନ୍ତି ତାଙ୍କୁ ସଙ୍ଗତି ଲାଭ କରିବାକୁ ହେଲେ ବିଚାର କରିବା ଦରକାର ।' ଶ୍ରୀମଦ୍ ଭାଗବତମ୍ (୩/୫-୩) ।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.180 Server IP Address: 169.254.130.4