Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.
ପ୍ରକୃତିର ନିୟମ - ଏକ ଅଭ୍ରାନ୍ତ ବିଚାର (Prakurtir Niyam)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ପ୍ରତ୍ୟେକ କ୍ରିୟାର ଏକ ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ ନର୍କକୁ ଯିବାର ତିନୋଟି ଦ୍ଵାର ହେଉଛି – କାମ, କ୍ରୋଧ ଓ ଲୋଭ । ପ୍ରତ୍ୟେକ ସୁସ୍ଥ-ମନ ବିଶିଷ୍ଟ ମାନବ ଏ ତିନୋଟିକୁ ତ୍ୟାଗ କରିବା ଉଚିତ୍ , କାରଣ ଏମାନେ ଆତ୍ମାର ଅଧୋଗତି ବିଧାନ କରନ୍ତି । ଏହି ପ୍ରକୃତିର ନିୟମ ପୁସ୍ତକରେ ଶ୍ରୀଳ ପ୍ରଭୁପାଦ ବର୍ଣ୍ଣନା କରିଛନ୍ତି କର୍ମ କ’ଣ, ପାପ କ’ଣ ଏବଂ କିଏ କ’ଣ ପାଇଁ ଦଣ୍ଡ ପାଏ ? ସିଦ୍ଧାନ୍ତ ଗୁଡ଼ିକୁ ଜଣେ ବାଦ୍ଦେଇ ପାରିବ ନାହିଁ । ଅନେକ ବ୍ୟକ୍ତି ଏକ ଅଶାନ୍ତ ଭବିଷ୍ୟତର ସମ୍ମୁଖୀନ ହେଉଛନ୍ତି । ଏହା ଏକ ହାସ୍ୟୋଦ୍ଦୀପକ ନୁହେଁ । ତୁମେ ଏହି ପୁସ୍ତକ ପଢ଼ିବା ଉଚିତ୍ ଏବଂ ତୁମର ଜୀବନକୁ ପବିତ୍ରମୟ କରିବାପାଇଁ କ’ଣ କରିବାକୁ ହେବ ତାହା ପସନ୍ଦ କରିବା ଉଚିତ୍ । ଏଥିପାଇଁ ଅଧୁକ ବିଳମ୍ୱ କରନ୍ତୁ ନାହିଁ ।
Sample Audio