maintenance_icon

Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.

Back to Odia Language Pack Odia Language Pack
Transcend Store Loader Image
Thumbnail Image of ରାଜବିଦ୍ୟା

ରାଜବିଦ୍ୟା (Raja Vidya)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଆପଣ କେମିତି ଜାଣି ପାରିବେ କେଉଁ ଜ୍ଞାନ ଅନ୍ୟଠାରୁ ସର୍ବୋତ୍କୃଷ୍ଠ ଅଟେ ? ଯଦି ଆପଣ ସତ୍ୟ ମନରେ ଦିବ୍ୟ ବିଷୟରେ ବିଚାର କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କୁ ଏହି ଗ୍ରନ୍ଥରେ ଉତ୍ତର ମିଳିବ । ଗୋପନୀୟତା ଠାରୁ ମଧ୍ୟ ଗୋପନୀୟ ବିଷୟରେ ପ୍ରବେଶ କରନ୍ତୁ ଏବଂ ଏହି ଗ୍ରନ୍ଥ ଦ୍ୱାରା ସଂପୂର୍ଣ୍ଣ ଜ୍ଞାନର ରାଜାଙ୍କୁ ପ୍ରାପ୍ତ କରନ୍ତୁ ଏବଂ ଏହି ସଂସାରର ଶିଷ୍ଠାଚାର ଆଗରେ କ’ଣ ଅଛି, ତାପ୍ରତି ଆପଣଙ୍କ ମନ ଏବଂ ହୃଦୟକୁ ସଫା କରନ୍ତୁ ।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.180 Server IP Address: 169.254.130.5