Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.
ଶ୍ରୀ ଉପଦେଶାମୃତ - ଶ୍ରୀ ରୂପଗୋସ୍ୱାମୀ ବିରଚିତ (Shree Upadeshamruta)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଆଧ୍ୟାତ୍ମିକ ଜୀବନର ପ୍ରାରମ୍ଭିକ ସ୍ତରରୁ ଆରମ୍ଭ କରି ଭଗବଦ୍ପ୍ରେମର ସର୍ବୋଚ୍ଚ ଅମୃତମୟ ରସ ପର୍ଯ୍ୟନ୍ତ ଏହି ପୁସ୍ତକଟି ପାଠକବୃନ୍ଦଙ୍କୁ ଭକ୍ତିମାର୍ଗରେ ଅଗ୍ରସର କରାଏ। ଉପଦେଶ ସେତେବେଳେ ଯାଇ ଅମୃତମୟ ହୁଏ, ଯେତେବେଳେ ତାହା ହୃଦୟକୁ ତରଳାଇ ଦିଏ,ମାର୍ଗକୁ ଆଲୋକିତ କରାଏ ଏବଂ ନେତ୍ରରେ ଭଗବଦ୍ ପ୍ରେମର ଅଶ୍ରୁ ଆଣିଦିଏ। ଏହି ଅମୃତକୁ ଆପଣଙ୍କ ଜୀବନକୁ ପରିତୃପ୍ତ କରିବାକୁ ଦିଅନ୍ତୁ। ଏହି ଏଗାରଟି ଶ୍ଳୋକ ସାରଭୁତ ଉପଦେଶ ଦିଅନ୍ତି ଯେ, ନିଜର ହୃଦୟକୁ କିପରି ଶୁଦ୍ଧ କରିବା ତଥା ତାହାକୁ କିପରି ଶ୍ରୀକୃଷ୍ଣଙ୍କ ପ୍ରେମମୟ ଭକ୍ତି ପାଇଁ ପ୍ରସ୍ତୁତ କରିବା ଉଚିତ୍ ।
Sample Audio